Artha Tatwa (AT) ponzi scam
ଓଡ଼ିଶା 

ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଅପିଲକୁ ଖାରଜ କଲା ହାଇକୋର୍ଟ, ନିୟମିତ ଶୁଣାଶି କରିବାକୁ ଆଦେଶ

ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ଅପିଲକୁ ଖାରଜ କଲା ହାଇକୋର୍ଟ, ନିୟମିତ ଶୁଣାଶି କରିବାକୁ ଆଦେଶ ଭୁବନେଶ୍ୱର: ଅର୍ଥତ‰ଚିଟ୍‌ ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କୁ ବଡ଼ ଝଟକା ଦେଇଛି ହାଇକୋର୍ଟ । ଚିଟ୍‌ ଫଣ୍ଡ ମାମଲାରୁ ବାଦ୍‌ ଦେବାକୁ ଅଶୋକଙ୍କ ଅପିଲ୍‌ ହାଇକୋର୍ଟ ଖାରଜ କରିଛି । ଏହାସହିତ ଉକ୍ତ ମାମଲା ସିବିଆଇ କୋର୍ଟକୁ ନିୟମିତ ଶୁଣାଣି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି । ସୂଚନା ଥାଉଯେ, ଅର୍ଥତ‰ଚିଟ୍‌ ଫଣ୍ଡ ମାମଲାରେ ଅଶୋକଙ୍କୁ ଗିରଫ କରିଥିଲା । ସିବିଆଇ ଦ୍ୱାରା ଗିରଫ ପରେ ସେ ଜାମିନରେ ମୁକୁଳିଥିଲେ । ପରେ […]
Read More...

Advertisement