Art of Giving celebrated
ଓଡ଼ିଶା 

୭ମ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ

୭ମ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ଭୁବନେଶ୍ୱର, ୧୭ ।୫: ବିଶ୍ୱର ବିଭିନ୍ନ ସ୍ଥାନରେ ୭ମ ଆନ୍ତର୍ଜାତିକ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି । କରୋନାକୁ ଦୃଷ୍ଟିରେ ରଖି ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଦିବସକୁ ବିଧିବଦ୍ଧ ଭାବେ ପାଳନ ନ କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ଥିବା କରୋନା ଯୋଦ୍ଧାମାନଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇବାକୁ ଆର୍ଟ୍‍ ଅଫ୍‍ ଗିଭିଂର ଶୁଭେଚ୍ଛୁ ଓ ଅନୁଗାମୀଙ୍କୁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । ଶ୍ରୀ […]
Read More...

Advertisement