ardhendu das arrested
ଅପରାଧ 

ରାତି ଅଧରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଉଠାଇ ନେଲା ଇଓଡବ୍ଲ

ରାତି ଅଧରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଉଠାଇ ନେଲା ଇଓଡବ୍ଲ ଭୁବନେଶ୍ୱର: ଜୁନ ୩୦: ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ଅର୍ଦ୍ଧେନ୍ଦୁଙ୍କୁ ଗିରଫ ନେଇ ଇଓଡବ୍ଲì ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ । କାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ଆଣି ଇଓଡବ୍ଲì ଜେରା କରୁଥିଲା ବୋଲି ସୂଚନା ମିଳିଛି । ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଦିଲ୍ଲୀର ଜଣେ ବ୍ୟବସାୟୀ ଇଓଡବ୍ଲì ପାଖରେ ଏହି […]
Read More...

Advertisement