ardh-halasana
ଫିଟନେସ୍ 

ଅର୍ଦ୍ଧ ହଳାସନ

ଅର୍ଦ୍ଧ ହଳାସନ ଯୋଗ କରିବା ଦ୍ୱାରା ଶରୀର ସହିତ ମନ ସୁସ୍ଥ ରହିଥାଏ । ଶରୀରେ ରକ୍ତ ଚଳାଚଳ ସଠିକ୍‌ ଭାବେ ହେଇଥାଏ । ତେବେ ଅର୍ଦ୍ଧ ହଳାସନ କରିବା ଦ୍ୱାରା ପେଟ ଜନୀତ ସମସ୍ୟାଠାରୁ ଆରମ୍ଭ କରି ଅଣ୍ଟା ଓ ବ୍ୟାକ୍‌ ସମସ୍ୟା ଦୂର ହୁଏ । ମେରୁଦଣ୍ଡ ମଜବୁତ୍‌ ହୋଇଥାଏ । ପାଚନ ପ୍ରକିୟାରେ ସୁଧାର ଆସିଥାଏ । ଆସନ୍ତୁ ଜାଣିବା ଏହି ଆସନ ବିଷୟରେ- ଏହି ଆସନ କରିବା ପାଇଁ ପ୍ରଥମେ ଚଟାଣରେ ଏକ ଆସନ […]
Read More...

Advertisement