Archana Nag Chand
ଓଡ଼ିଶା 

ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ

ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ ଭୁବନେଶ୍ୱର: ରାଜ୍ୟର ବଡ଼ବଡ଼ିଆ ବିଧାୟକ, ରାଜନେତା, ପୋଲିସ ଓ ବିଜନେସ୍‌ ମ୍ୟାନଙ୍କୁ ହନିଟ୍ରାପ୍‌ରେ ଫସାଇଥିବା ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇପାରି ନଥିଲା । ଏଣୁ ଆଜି ଅର୍ଚ୍ଚନା ଏହି ହାଇପ୍ରୋଫାଇଲ୍‌ କେସ୍‌ ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା କରାଯାଇ ଥିବା ସୂଚନା ମିଳିଛି […]
Read More...

Advertisement