Arab Coalition airstrikes
ବିଶ୍ବ 

ପ୍ରତିଶୋଧ ନେଲା ୟୁଏଇ: ହୌତି ବିଦ୍ରୋହୀଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ , ୧୪ ମୃତ

ପ୍ରତିଶୋଧ ନେଲା ୟୁଏଇ: ହୌତି ବିଦ୍ରୋହୀଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ , ୧୪ ମୃତ ଦୁବାଇ : ଜାନୁଆରୀ ୧୮: ୟୁଏଇ ନେତୃତ୍ୱରେ ଅଧିନରେ ଥିବା ଆରବ ସେନା ଆଜି ହୌତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣ କରିଛି । ଏଥିରେ ୧୪ ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ୍‌ ଅଲ- ଜାନିଦ ନାମ ରହିଛି । ୟୁଏଇ ହୌତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରି ନିଜର ପ୍ରତିଶୋଧ ନନେଇଥିବା କଥା କୁହାଯାଉଛି । ସୂଚନା ଥାଉଯେ, ଗତକାଲି ହୌତି ବିଦ୍ରୋହୀମାନେ ଆବୁ ଧାବିର ଏକ […]
Read More...

Advertisement