ଘରର କେଉଁ କୋଣରେ ଆକ୍ୱାରିୟମ୍ ରଖିଲେ ମିଳେ ଶୁଭଫଳ!
ସମୟ ଲାଇଭ୍,୨/୧୦: ଆଜିକାଲି ଘରେ ଘରେ ଆକ୍ୱାରିୟମ୍ ଦେଖିବାକୁ ମିଳୁଛି। କେହି କେହି ସାଜସଜା ପାଇଁ ଘରେ ମାଛ ରଖୁଥିବାବେଳେ କେହି କେହି ସୌକରେ ମାଛ ରଖିଥା’ନ୍ତି। ତେବେ ଜାଣି ରଖନ୍ତୁ ଘରେ ଆକ୍ୱାରିୟମ୍ ରଖିଲେ କେଉଁ ଶୁଭଫଳ ମିଳିଥାଏ। ୧) ଘରେ ଆକ୍ୱାରିୟମ୍ ରଖିବା ଫଳରେ ଘରୁ ନକରାତ୍ମକ ପ୍ରଭାବ ଦୂରେଇବା ସହ ସକରାତ୍ମକ ଶକ୍ତର ସଞ୍ଚାର ହୋଇଥାଏ। ୨) ଆକ୍ୱାରିୟମ୍ରେ ପହଁରୁଥିବା ମାଛ ଦେଖିଲେ ମାନସିକ ଶକ୍ତ ି ମିଳିଥାଏ। ୩) ଆକ୍ୱାରିୟମ୍ରେ ଯଦି […]
ସମୟ ଲାଇଭ୍,୨/୧୦: ଆଜିକାଲି ଘରେ ଘରେ ଆକ୍ୱାରିୟମ୍ ଦେଖିବାକୁ ମିଳୁଛି। କେହି କେହି ସାଜସଜା ପାଇଁ ଘରେ ମାଛ ରଖୁଥିବାବେଳେ କେହି କେହି ସୌକରେ ମାଛ ରଖିଥା’ନ୍ତି। ତେବେ ଜାଣି ରଖନ୍ତୁ ଘରେ ଆକ୍ୱାରିୟମ୍ ରଖିଲେ କେଉଁ ଶୁଭଫଳ ମିଳିଥାଏ।

୧) ଘରେ ଆକ୍ୱାରିୟମ୍ ରଖିବା ଫଳରେ ଘରୁ ନକରାତ୍ମକ ପ୍ରଭାବ ଦୂରେଇବା ସହ ସକରାତ୍ମକ ଶକ୍ତର ସଞ୍ଚାର ହୋଇଥାଏ।
୨) ଆକ୍ୱାରିୟମ୍ରେ ପହଁରୁଥିବା ମାଛ ଦେଖିଲେ ମାନସିକ ଶକ୍ତ ି ମିଳିଥାଏ।
୩) ଆକ୍ୱାରିୟମ୍ରେ ଯଦି କୌଣସି ମାଛ ମରିଯାଏ ତେବେ ଆପଣଙ୍କ ପରିବାର ପ୍ରତି ଆସୁଥିବା କୌଣସି ବିପଦ ଟଳିଯାଇଥିବାର ସାଙ୍କେତ ମିଳିଥାଏ।
୪) ଭୋକିଲା ମାଛକୁ କାଦ୍ୟ ଦେବା ଉତ୍ତମ କର୍ମକୁ ସୂଚାଇଥାଏ।

୫) ଘରର ପୂର୍ବ ଦିଗରେ ଆକ୍ୱାରିୟମ୍ ରଖିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟପ୍ରାପ୍ତି ହୋଇଥାଏ।
୬) ବୃତ୍ତି କ୍ଷେତ୍ରରେ ଉନ୍ନତି ଲାଗି ଘରର ଉତ୍ତର ଦିଗରେ ଆକ୍ୱାରିୟମ୍ ରଖିବା ଉଚିତ୍।
୭) ତେବେ ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍ ରଖିବା ଦ୍ୱାରା ଧନ ସମ୍ପଦର ଅଭାବ ରହେ ନାହିଁ।
Tags:




