anupam kher fit body
ମନୋରଞ୍ଜନ 

କ୍ୟାରିଅରର ମିଡ୍‌ ୬୦ରେ ବି ଯୁବପିଢିଙ୍କ ଠାରୁ ଆଗରେ ଅନୁପମ୍‌ ଖେର୍‌

କ୍ୟାରିଅରର ମିଡ୍‌ ୬୦ରେ ବି ଯୁବପିଢିଙ୍କ ଠାରୁ ଆଗରେ ଅନୁପମ୍‌ ଖେର୍‌ ମୁମ୍ବାଇ: ଜୁଲାଇ ୧୧: ବୟସ ବଢିବା ସହ ଦିନକୁ ଦିନ ୟଙ୍ଗ୍‌ ଓ ଡ୍ୟାସିଙ୍ଗ୍‌ ଦେଖାଯାଉଛନ୍ତି ବଳିଉଡର ଅଭିନେତା ଅନୁପମ ଖେର୍‌ । ଅନୁପମ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକଫିଭ୍‌ । ଏମିତିକି ତାଙ୍କ ମା ଦୁଲ୍ଲାରୀଙ୍କ ସହ ତାଙ୍କ ଭିଡିଓକୁ ଲୋକେ ବେଶ୍‌ ପସନ୍ଦ କରନ୍ତି । ବର୍ତ୍ତମାନ ୬୭ ବର୍ଷ ବୟସରେ ମଧ୍ୟ ତାଙ୍କ ବଡି ଟ୍ରାନ୍ସଫର୍ମେଶନ୍‌ ଦେଖି ଅନେକ ଲୋକ ଇନସପାୟର ହୋଇଛନ୍ତି । ସେ ନିଜର ଏକ ଫଟୋ ତାଙ୍କ ଇନ୍‌ଷଫାଗ୍ରାମ୍‌ […]
Read More...

Advertisement