Anonymous letter reveals mystery of death
ଓଡ଼ିଶା  ଅପରାଧ 

ବେନାମୀ ଚିଠି ଖୋଲିଲା ମୃତ୍ୟୁ ରହସ୍ୟ,୧୦ ମାସ ଧରି ନିଖୋଜ ଥିଲେ ଛାତ୍ରୀ

ବେନାମୀ ଚିଠି ଖୋଲିଲା ମୃତ୍ୟୁ ରହସ୍ୟ,୧୦ ମାସ ଧରି ନିଖୋଜ ଥିଲେ ଛାତ୍ରୀ ନୂଆପଡା : ନିଖୋଜ ହେବାର ୧୦ ମାସ ପରେ ଘରକୁ ଆସିଲା ଏକ ବେନାମୀ ଚିଠି I ପରିବାର ଲୋକେ ଚିଠି ପଢି ହୋଇଗଲେ ହତବାକ I ଚିଠିର ସୂଚନା ମୁତାବକ ୧୦ ମାସ ପୂର୍ବରୁ ତାଙ୍କ କଲେଜ ପଢୁଆ ଝିଅକୁ ହତ୍ୟା କରି ନିକଟସ୍ଥ ଧାନ ବିଲରେ ପୋତି ଦିଆଯାଇଥିଲା I ଏହାପରେ ସେହି ଚିଠିକୁ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ ପରିବାର ଲୋକେ I ସୂଚନାମୁତାବକ ନୂଆପଡ଼ା ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ […]
Read More...

Advertisement