Anil Kumble
ଖେଳ 

ଅଶ୍ୱିନ୍‌ ଭାଙ୍ଗିବେ କୁମ୍ବଲେଙ୍କ ରେକର୍ଡ: ସୁନିଲ ଗାଭାସ୍କର

ଅଶ୍ୱିନ୍‌ ଭାଙ୍ଗିବେ କୁମ୍ବଲେଙ୍କ ରେକର୍ଡ: ସୁନିଲ ଗାଭାସ୍କର ନୂଆଦିଲ୍ଲୀ: ମାର୍ଚ୍ଚ୧୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ୧୨ ଓ୍ୱିକେଟ୍ ନେଇଥିଲେ ଭାରତୀୟ ସ୍ପିନର ଆର.ଅଶ୍ୱିନ । ଏହାସହ ସେ ମୋଟ ୪୪୨ ଓ୍ୱିକେଟ୍ ହାସଲ କରି ୪ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ସବୁଠାରୁ ଅଧିକ ଓ୍ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ସେ ୮ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ଅଶ୍ୱିନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ସୁନିଲ ଗାଭାସ୍କର । ଗାଭାସ୍କର କହିଛନ୍ତି ଯେ, ୩୫ ବର୍ଷୀୟ ଅଶ୍ୱିନଙ୍କ ଆଗରେ ଅନିଲ କୁମ୍ବଲେ ରହିଛନ୍ତି […]
Read More...
ଖେଳ  ଦେଶ- ବିଦେଶ 

ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି ଦିଲ୍ଲୀ: ନଭେମ୍ବର ୧୭: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଆଇସିସି କ୍ରିକେଟ୍‌ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ରଖାଯାଇଥିବା ଖବର ରହିଛି । ଅନିଲ ୯ ବର୍ଷ ଧରି ଏହି ଦାୟିତ୍ୱରେ ରହିଥିଲେ । ତିନି ବର୍ଷିଆ ଟର୍ମରେ ସେ ତିନି ଥର ଅଧ୍ୟକ୍ଷ ହୋଇଥିଲେ । ସୌରଭ ୧୯୯୬ରେ ଖେଳିଥିବା ପ୍ରଥମ ଟେଷ୍ଟରେ ସେ ଶତକ ହାସଲ କରି କ୍ୟାରିୟର […]
Read More...

Advertisement