Andhra Pradesh Gas Leak
ଦେଶ- ବିଦେଶ 

ବିଶାଖାପାଟଣାରେ ବିଶାକ୍ତ ଗ୍ୟାସ୍‌ ଲିକ୍‌: ୧୩ ମୃତ, ୩୦୦ରୁ ଅଧିକ ଗୁରୁତର

ବିଶାଖାପାଟଣାରେ ବିଶାକ୍ତ ଗ୍ୟାସ୍‌ ଲିକ୍‌:  ୧୩ ମୃତ, ୩୦୦ରୁ ଅଧିକ ଗୁରୁତର Edited by Papu Mohanty ବିଶାଖାପାଟଣା : 07/05: ସଂପ୍ରତି କରୋନା ଭାଇରସକୁ ନେଇ ସମଗ୍ର ଦେଶ ଏକ ଭୟ ଓ ଆତଙ୍କର ବାତାବରଣ ମଧ୍ୟଦେଇ ଗତି କରୁଥିବା ବେଳେ ଗୁରୁବାର ପ୍ରତ୍ୟୁଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଯାଇଛି ଆଉ ଏକ ଅଭାବନୀୟ ଘଟଣା । ବିଶାଖାପାଟଣା ନିକଟସ୍ଥ ଗୋପାଳପଟ୍ଟନମରେ ଥିବା ଏଲଜି ପଲିମରସ୍‌ ନାମକ ଏକ କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା କାରଣରୁ ଘଟିଛି ଏହି ଦୁଃଖଦ ଶିିଳ୍ପ ଦୁର୍ଘଟଣା । ଏଯାବତ୍‌ ଏହି ଦୁର୍ଘଟଣାରେ […]
Read More...

Advertisement