andhra government
ଦେଶ- ବିଦେଶ 

ହୃଦ୍‌ଘାତରେ ଆନ୍ଧ୍ର ଶିଳ୍ପମନ୍ତ୍ରୀଙ୍କ ପରଲୋକ

ହୃଦ୍‌ଘାତରେ ଆନ୍ଧ୍ର ଶିଳ୍ପମନ୍ତ୍ରୀଙ୍କ ପରଲୋକ ହାଇଦ୍ରାବାଦ: ଫେବୃଆରୀ ୨୧: ହୃଦ୍‌ଘାତରେ ଆଜି ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ଼ୀଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସୋମବାର ସକାଳେ ସେ ହଠାତ୍‌ ଟଳି ପଡ଼ିଥିଲେ, ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଏଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ହୃଦ୍‌ଘାତ ହୋଇଥିବା କଥା ଜଣାପଡ଼ିଥିଲା ।ଶତଚେଷ୍ଟା ପରେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ, ଶେଷରେ ୯. ୧୬ […]
Read More...
ଜିଲ୍ଲା  ରାଜନୀତି  ଦେଶ- ବିଦେଶ  ଓଡ଼ିଶା 

କୋଟିଆରେ ଆନ୍ଧ୍ର ସରକାରଙ୍କ ଜଳ ବିଦ୍ୟୁତ ପ୍ରକଳ୍ପ

କୋଟିଆରେ ଆନ୍ଧ୍ର ସରକାରଙ୍କ ଜଳ ବିଦ୍ୟୁତ ପ୍ରକଳ୍ପ ଭୁବନେଶ୍ୱର: ଡିସେମ୍ବର ୦୨: ଆନ୍ଧ୍ର ଓ କୋଟିଆ ବିବାଦ ବହୁ ସମୟ ଧରି ଚାଲି ଆସୁଛି। ତେବେ ଓଡିଶା ସୀମାରେ ପସିବା ପାଇଁ ଆନ୍ଧ୍ର ସରକାର ଏକ ନୂଆ ଉପାୟ ଚିନ୍ତା କରିଛନ୍ତି। ବହୁ ପ୍ରଲୋଭନ ପରେ ଏବେ କୋଟିଆବାସୀଙ୍କୁ ଜଳ ବିଦ୍ୟୁତ ପ୍ରକଳ୍ପର ଲୋଭ ଦେଖାଉଛି ଆନ୍ଧ୍ର ସରକାର। ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏନଆରଇଡି ଟିମ୍‌ କୋଟିଆରେ ପଶି ସର୍ଭେ କରିଛନ୍ତି। ସାଲୁର ଓ କୋଟିଆରେ ପମ୍ପଡ ଷ୍ଟୋରେଜ୍‌ ପାୱାର ପ୍ରୋଜେକc କରିବାକୁ ଏନଆରଇଡି […]
Read More...

Advertisement