and realtor Peeyus Mohanty
ଓଡ଼ିଶା 

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ କଟକ: ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ରାୟକୁ ବିରୋଧ କରି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଅପିଲ୍‌ ଦାୟର ହୋଇଥିଲା । ଆଜି ଏହି ଅପିଲ୍‌କୁ ବିଚାର କରି ହାଇକୋର୍ଟ ମହମ୍ମଦ ମୋକିମଙ୍କୁ ଜାମିନ୍‌ ଦେବା ସହିତ ଭିଜିଲାନ୍‌ସ ଆଦଲତଙ୍କ ଜରିମାନା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛି । ଏଥିସହ ୧ ଲକ୍ଷଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମୋକିମ୍‌ଙ୍କ ସମେତ ଆଇଏଏସ୍‌ ବିନୋଦ […]
Read More...

Advertisement