ananya pandey
ମନୋରଞ୍ଜନ 

ରକି ଓ ରାନୀରେ ନଜର ଆସିବେ ୩ ବଲିଉଡ୍‌ ଯୁବ ତାରକା

ରକି ଓ ରାନୀରେ ନଜର ଆସିବେ ୩ ବଲିଉଡ୍‌ ଯୁବ ତାରକା ମୁମ୍ବାଇ: ଜୁନ ୧୦: କରଣ ଜୋହରଙ୍କ ଆଗାମୀ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସମୟରେ ବଲିଉଡର ୟଙ୍ଗ ବ୍ରିଗେଡ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଏହି ତିନି ଅଭିନେତ୍ରୀ କରଣଙ୍କ […]
Read More...
ମନୋରଞ୍ଜନ 

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !

ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା ! ମୁମ୍ବାଇ: ଅକ୍‌ଟୋବର ୨୨: ଆରୟନ ଖାନ୍‌ଙ୍କ କ୍ରୁଜ୍‌ ଡ୍ରଗ୍‌ସ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍‌ସିବି ଜବତ କରାଯାଇଛି । ମୋବାଇଲ ଚାର୍ଟରେ ଏନ୍‌ସିବିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । ଆଜି ମଧ୍ୟ ତାଙ୍କୁ ଜେରା କରାଯିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍‌ସ ଆାପ୍‌ ଚାଟ୍‌ ସାମ୍ନାକୁ ଆସିଛି । […]
Read More...
ମନୋରଞ୍ଜନ 

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ

ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍‌ସିବି ପୋଲିସ ମୁମ୍ବାଇ: ଅକ୍‌ଟୋବର ୨୧: ଡ୍ରଗ୍‌ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍‌ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି । ଏହାସହିତ ଆଜି ଅପରାହ୍ନ ୨ଟାରେ ଅଭିନେତ୍ରୀଙ୍କୁ ପୋଲିସ ପଚରାଉଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଡ୍ରଗ୍‌ସ ମାମଲାରେ ଏହି ଅଭିନେତ୍ରୀଙ୍କ ହାତ ଥିବା ଜାଣିବା ପରେ ପୋଲିସ ସାଙ୍ଗେ ସାଙ୍ଗେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା । […]
Read More...
ମନୋରଞ୍ଜନ 

ମୁକ୍ତିଲାଭ କଲା ବିଜୟଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ଲିଗର୍‌’

ମୁକ୍ତିଲାଭ କଲା ବିଜୟଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ଲିଗର୍‌’ ମୁମ୍ବାଇ: ସେପ୍‌ଟେମ୍ବର ୯: ଆଜି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ପ୍ରଥମ ବିଲିଉଡ ଫିଲ୍ମ ‘ଲିଗର୍‌’ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ତାଙ୍କ ନାୟିକା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାଜିଛନ୍ତି । ଏହା ଏକ ଆକ୍ସନ ଆଣ୍ଡ ସ୍ପୋର୍ସ ଫିଲ୍ମ । ଫିଲ୍ମଟିରେ ବିଜୟଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ସହିତ ପ୍ରଯୋଜକ କରନ ଜୋହାରଙ୍କୁ ବହୁତ ପ୍ରଭାବିତ କରିଛି । ସେ ନିଜେ ବୁଲି ବୁଲି ଫିଲ୍ମର ପ୍ରମୋ କରିଛନ୍ତି । […]
Read More...

Advertisement