Anand Sharma
ରାଜନୀତି  ଦେଶ- ବିଦେଶ 

ବିବାଦୀୟ ମନ୍ତବ୍ୟ ଯୋଗୁଁ କଙ୍ଗନା ହରାଇପାରନ୍ତି ପଦ୍ମଶ୍ରୀ ସମ୍ମାନ

ବିବାଦୀୟ ମନ୍ତବ୍ୟ ଯୋଗୁଁ କଙ୍ଗନା ହରାଇପାରନ୍ତି ପଦ୍ମଶ୍ରୀ ସମ୍ମାନ ମୁମ୍ବାଇ:ନଭେମ୍ବର ୧୨: ଦେଶକୁ ମିଳିଥିବା ସ୍ୱାଧୀନତା ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିପାରେ । ତାଙ୍କର ସେହି ବିବାଦୀୟ ବୟାନ ପରେ ଏବେ ସାରା ଦେଶରୁ ବିରୋଧର ସ୍ୱର ଉଠିବାକୁ ଲାଗିଛି । ସିନେପ୍ରେମୀଙ୍କ ସହିତ ରାଜନେତାମାନେ କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କୁ ଗିରଫ ସହ ତାଙ୍କୁ ମିଳିଥିବା ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଫେରାଇ ନେବାକୁ ଦାବି ହେଉଛି । ମହାରାଷ୍ଟ୍ରର ଏନସିପି […]
Read More...

Advertisement