Anand Majhi
ଓଡ଼ିଶା 

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା ; ସକାଳେ ବିଦା, ସନ୍ଧ୍ୟାରେ ଗିରଫ ହେଲେ ଆଇଆଇସି ଆନନ୍ଦ ମାଝୀ

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା ; ସକାଳେ ବିଦା, ସନ୍ଧ୍ୟାରେ ଗିରଫ ହେଲେ ଆଇଆଇସି ଆନନ୍ଦ ମାଝୀ ଭୁବନେଶ୍ୱର :ଜୁଲାଇ ୦୧: ସକାଳେ ବହିଷ୍କୃତ, ସନ୍ଧ୍ୟାରେ ଗରିଫ ହେଲେ ଆଇଆଇସି ଆନନ୍ଦ ମାଝୀ । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଆଇଆଇସି ଆନନ୍ଦଙ୍କୁ ଡିଜିପି ଅଭୟ ଚାକିରିରୁ ବହିଷ୍କୃତ କରିଛନ୍ତିି । ଅସହାୟ ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ । ଅନୁଗୁଳ ବଇଣ୍ଡା ଅଞ୍ଚଳରୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି । ସିଡବ୍ଲì୍ୟସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ […]
Read More...

Advertisement