Amphan
ଦେଶ- ବିଦେଶ  ଓଡ଼ିଶା 

ଅମ୍ଫନ ମୁକାବିଲା; ରାଜ୍ୟ ସରକାରଙ୍କୁୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଅମ୍ଫନ ମୁକାବିଲା; ରାଜ୍ୟ ସରକାରଙ୍କୁୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା By Papu Mohanty ଭୁବନେଶ୍ୱର(ସବୁ୍ୟ): May 21: ମହାବାତ୍ୟା ଅମ୍ଫନା ପ୍ରଭାବରେ କ୍ଷତି ହୋଇଥିବା ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ପରିସ୍ଥିତି ସ୍ୱାଭାବିକ ହେଉ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରରେ ଉଲ୍ଲେଖ କରିଛନ୍ତି ଯେ, ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ମୁଁ ପ୍ରଶଂସା […]
Read More...
ଓଡ଼ିଶା 

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ Edited by Papu Mohanty ଭୁବନେଶ୍ୱର : May 21:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିକ୍ରମା କରିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ବିଶେଷ କରି ଫସଲ ନଷ୍ଟ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ କ୍ଷୟକ୍ଷତି ଘଟିଥିବା ରାସ୍ତା ଘାଟ ଓ ବନ୍ଧ ବାଡ ତୁରନ୍ତ ମରାମତି ସହିତ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକରେ ସାଧାରଣ ଜୀବନଯାତ୍ରା ଫେରାଇ […]
Read More...
ଓଡ଼ିଶା 

ଆକଳନ ୧୦୦% ଠିକ୍‌

ଆକଳନ ୧୦୦% ଠିକ୍‌ Edited by Papu Mohanty ଭୁବନେଶ୍ୱର :May 20: ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମହାବାତ୍ୟା ଅମ୍ଫାନ ସଂପର୍କରେ ଯେଉଁ ଆକଳନ କରିଥିଲା ତାହା ଶତ ପ୍ରତିଶତ ଠିକ୍‌ ହୋଇଛି । ଏଥିପାଇଁ ସବୁ ଶ୍ରେୟ ଯାଇଛି ଆଇଏମଡିର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଚୟ ମହାପାତ୍ର ଓ ତାଙ୍କ ଟିମକୁ । ବଙ୍ଗୋପସାଗରେ ଲଘୁଚାପ ହେବା ଦିନ ଠାରୁ ଆଇଏମଡି ସଠିକ ଆକଳନ କରିଛି । ଏଥିପାଇଁ ପ୍ରଥମରୁ ତିନୋଟି ଡୋପଲାର ରାଡାର ନିୟୋଜିତ ହୋଇଥିଲା । ତାହା […]
Read More...
ଓଡ଼ିଶା 

କମୁଛି ‘ଅମ୍ଫାନ୍‌’ପ୍ରକୋପ: ଆଉ ୧୨ ଘଣ୍ଟା ବିପଦ

କମୁଛି ‘ଅମ୍ଫାନ୍‌’ପ୍ରକୋପ: ଆଉ ୧୨ ଘଣ୍ଟା ବିପଦ Edited by Papu Mohanty ଭୁବନେଶ୍ୱର : May 19:ଅତି ଭୟଙ୍କର ରୂପ ଧାରଣ କରିଥିବା ମହାବାତ୍ୟା ‘ଅମ୍ଫାନ’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର ୧୨ ଘଣ୍ଟା ବାକି । ଏବେ ଠାରୁ ଅବଗଣନା ଆରମ୍ଭ ହୋଇ ଯାଇଛି । ହେଲେ ମଙ୍ଗଳବାର ସକାଳରୁ ଅମ୍ଫାନ ତାର କରାଳ ରୂପ ଦେଖାଇ ସାରିଛି । ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ସହ ପବନ ବୋହିବା ଆରମ୍ଭ ହୋଇ ଯାଇଛି । ତେବେ ଲ୍ୟାଣ୍ଡଫଲ ସମୟରେ […]
Read More...
ଓଡ଼ିଶା 

ଉପକୂଳରୁ ଲକ୍ଷେ ବିପନ୍ନ ସ୍ଥାନାନ୍ତର; ୬୩୪ ଆଶ୍ରୟସ୍ଥଳୀ,୭୦୯୨ ଅସ୍ଥାୟୀ କୋଠା ଚିହ୍ନଟ

ଉପକୂଳରୁ ଲକ୍ଷେ ବିପନ୍ନ ସ୍ଥାନାନ୍ତର;  ୬୩୪ ଆଶ୍ରୟସ୍ଥଳୀ,୭୦୯୨ ଅସ୍ଥାୟୀ କୋଠା ଚିହ୍ନଟ Edited by Papu Mohanty ଭୁବନେଶ୍ୱର : May 19:ମହାବାତ୍ୟା ଅମ୍ଫାନର ସିଧାସଳଖ ପ୍ରଭାବ ୫ଟି ଜିଲ୍ଲାରେ ରହିବ । ସେହି ଜିଲ୍ଲା ଗୁଡ଼ିକ ହେଉଛି । ହେଲେ ରାଜ୍ୟ ସରକାର ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ସମୁଦ୍ର ତଟବର୍ତ୍ତୀ ଜିଲ୍ଲାରୁୁ ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ଏକ ଲକ୍ଷ ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଚାରି ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟ ସଂପାଦନ […]
Read More...
ଓଡ଼ିଶା 

ଅମ୍ପନ : ଆଜି ରାତିରେ ବଢ଼ିପାରେ ପବନ

ଅମ୍ପନ : ଆଜି ରାତିରେ ବଢ଼ିପାରେ ପବନ Edited by Papu Mohanty ଭୁବନେଶ୍ୱର : May 19: ବାତ୍ୟା ଅମ୍ପନ୍‌ ମଙ୍ଗଳବାର ମଧ୍ୟରାତ୍ରୀରେ ନେଇପାରେ ଉଗ୍ରରୂପ । ହଠାତ୍‌ ପବନ ବଢ଼ିପାରେ ଓ ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ ବୁଧବାର ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ । ବିଶେଷ କରି ବାଲେଶ୍ୱର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ […]
Read More...
ଓଡ଼ିଶା 

ମହାବାତ୍ୟା ଅମ୍ଫାନ: ସୁନ୍ଦରବନରେ ଲ୍ୟାଣ୍ଡଫଲ

ମହାବାତ୍ୟା ଅମ୍ଫାନ:  ସୁନ୍ଦରବନରେ ଲ୍ୟାଣ୍ଡଫଲ Edited by Papu Mohanty ଭୁବନେଶ୍ୱର,୧୮ା୫(ସବୁ୍ୟ): ଗଭୀର ସମୁଦ୍ରରେ ଥିବା ମହାବାତ୍ୟା ଅମ୍ଫାନ’ ଆହୁରି ଉଗ୍ର ହୋଇ ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ୨୦ ସଂନ୍ଧ୍ୟାରେ ତାହା ପଶ୍ଚିମବଙ୍ଗର ଦିଘା ଓ ବଙ୍ଗଳାଦେଶର ହାତୀଆ ମଧ୍ୟବର୍ତ୍ତୀସୁନ୍ଦରବନ ଇଲାକାରେ ଲ୍ୟାଣ୍ଡଫଲ୍‌ କରିବ । କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଥିବା ଅମ୍ଫାନ ଏବେ ୪ କିମି ବେଗରେ ଧୀରଚଳନ କରୁଛି । ହେଲେ ପବନର ବେଗ ରହିଛି ଘଣ୍ଟା ପ୍ରତି ୨୩୦ କିଲୋମିଟର । ସ୍ଥଳଭାଗ ଛୁଇଁଲା ବେଳକୁ […]
Read More...
ଓଡ଼ିଶା 

୨୦ ଅପରାହ@ କିମ୍ବା ସନ୍ଧ୍ୟାରେ ଦୀଘା-ହାତିଆ ଉପକୂଳ ଅତିକ୍ରମ କରିବ ‘ଅମ୍ପନ୍‌’

୨୦ ଅପରାହ@ କିମ୍ବା ସନ୍ଧ୍ୟାରେ  ଦୀଘା-ହାତିଆ ଉପକୂଳ ଅତିକ୍ରମ କରିବ ‘ଅମ୍ପନ୍‌’ By Papu Mohanty ଭୁବନେଶ୍ୱର : May 18:ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍‌’ ସୋମବାର ଉଗ୍ରରୂପ ଧାରଣ କରିଛି । ଏହା ଏକ୍ସଟ୍ରିମ୍‌ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି । କ୍ରମେ ଏହା ଅଧିକ ଘନୀଭୂତ ହେଉଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ୨୦ ତାରିଖ ଅପରାହ@ କିମ୍ବା ସନ୍ଧ୍ୟାରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେହି […]
Read More...
ଓଡ଼ିଶା 

ଘାଣ୍ଟିବ ଅମ୍ଫାନ୍:‌ ଆଜିଠୁ ବର୍ଷା, ପ୍ରଭାବିତ ହେବ ଉପକୂଳ ଓଡ଼ିଶା

ଘାଣ୍ଟିବ ଅମ୍ଫାନ୍:‌ ଆଜିଠୁ ବର୍ଷା, ପ୍ରଭାବିତ ହେବ ଉପକୂଳ ଓଡ଼ିଶା Edited by Papu Mohanty ଭୁବନେଶ୍ୱର : May 17:ମାଡ଼ି ଆସୁଛି ଉଗ୍ର ଅମ୍ଫାନ୍‌ । ଏହା ଏବେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଏହା ୨୦ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିୟା ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୯୦ରୁ ୨୦୦ ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଅମ୍ଫାନ ଓଡ଼ିଶା ନିକଟରେ ଯାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ […]
Read More...

Advertisement