Amit Shah
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶାହାଙ୍କ ଉପରେ ବର୍ଷିଲେ କଂଗ୍ରେସ ବରିଷ୍ଠ ନେତା
Published On
By Samaya Live
ଉତ୍ତରାଖଣ୍ଡ: ଫେବୃଆରୀ ୧୪: ଉତ୍ତର।ଖଣ୍ଡ ବିଧ।ନସଭ। ପ।ଇଁ ମତଦ।ନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ର।ୱତ ବିଜେପି ନେତ। ଅମିତ ଶ।ହ।ଙ୍କ ବିରୋଧରେ ଦେଇଥିବ। ମନ୍ତବ୍ୟର ଉତ୍ତର ଦେଇ ନିଜକୁ ’ଉତ୍ତର।ଖଣ୍ଡର ଜଗୁଆଳି’ ବୋଲି କହିଛନ୍ତି। ହରିଶ ର।ୱତ କହିଛନ୍ତି, ‘ଅମିତ ଶ।ହ। ଏକ ବଡ କଥ। କହିଛନ୍ତି – ବିଜେପିର ସଂସ୍କୃତି ହେଉଛି ଆଶୀର୍ବ।ଦ, ସେମ।ନଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର କର୍ମୀଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ’ଧୋବି କ। – ନ। ଘର କ। […]
ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂହ
Published On
By Samaya Live
ଚଣ୍ଡିଗଡ଼ : ନଭେମ୍ବର ୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା ପଞ୍ଜାବ ରାଜନୀତି ବଦଳିଯାଇଛି । କଂଗ୍ରେସ ଦଳର ଛାଡ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରିବାକୁ ସଂକେତ ଦେଇଛନ୍ତି । ଏକ ଘରୋଇ ଟିଭି ଚାନେଲକୁ ସେ ସାକ୍ଷାତ କରି ଏବିଷୟରେ ସୂଚନା ଦେଇଛନ୍ତି । ଏନେଇ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସହ ଭେଟ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି […]
ଅମିତ ଶାହାଙ୍କୁ କରୋନା
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୦୨:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛି । କରୋନା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଶ୍ରୀ ଶାହା । ଟ୍ୱିଟରରେ ସେ ଉଲ୍ଲେଖ କରିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । କି;ୁ ଡାକ୍ତରଙ୍କ […]
ଭାରତ ମାଟିରେ ରାଫେଲ ଯୁଦ୍ଧ ବିମାନ ଅବତରଣକୁ ‘ଗେମ୍ ଚେଞ୍ଜର’ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ
Published On
By Samaya Live
ଭୁବନେଶ୍ୱର:ଜୁଲାଇ ୨୯:ଭାରତ ମାଟିରେ ଆଜି ଲଢୁଆ ଯୁଦ୍ଧ ବିମାନ ରାଫେଲର ଅବତରଣକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ‘ଗେମ୍ ଚେଞ୍ଜର’ ଘଟଣା ବୋଲି କହିଛନ୍ତି । ରାଫେଲ ଜେଟ୍ ପହଞ୍ଚିବା ଆମର ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଓ ଭାରତ ପାଇଁ ଗର୍ବ ଓ ଗୌରବର କ୍ଷଣ ବୋଲି ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି । ଆଜି ହରିୟାଣାର ଅମ୍ବାଲା ବାୟୁସେନା ଘାଟିରେ 5ଟି ରାଫେଲ ବିମାନ ଭାରତୀୟ ଜାତୀୟ ପତାକା ଉଡାଇ ଅବତରଣ […]
ମୋଦିସରକାର : ଦ୍ୱିତୀୟ ପାଳିର ପ୍ରଥମ ବର୍ଷ: ହିସାବ ଦେବେ ଶାହା
Published On
By Samaya Live
ଭୁନେଶ୍ୱର : ଜୁନ ୭:କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ କରଯାଇଥିବା ଜନତା ସମ୍ବାଦ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କରୋନା ସଂକ୍ରମଣ ଯୋଗୁଁ ଡିଜିଟାଲ ପ୍ଲାଟଫର୍ମ (ଭିଡିଓ କନ୍ଫରେନ୍୍ସିଂ) ଜରିଆରେ ଶ୍ରୀ ଶାହା ଦେଶବାସୀଙ୍କୁ ଉଦ୍ବୋଧନ ଦେବେ । ଗତ ନିର୍ବାଚନ ସମୟରେ ବେଳେ ଦଳ ଦେଇଥିବା ପ୍ରତିଶୃତିକୁ କେନ୍ଦ୍ରସରକାର କେତେଦୁର ପାଳନ କରିଛନ୍ତି ତାର ହିସାବ କିତାବ ଦେବେ । […]

