Amazon
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭୁବନେଶ୍ୱର ଆଇଆଇଟିର ସଫଳତ। ବଢିଛି ୫୦ ପ୍ରତିଶତ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୧୦: ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ୱର ଆଇଆଇଟିର ସଫଳତ। ୫୦ ପ୍ରତିଶତ ବଢିଛି। ମ।ତ୍ର ୩ ଦିନ ମଧ୍ୟରେ ୫୫% ବିଟେକ୍ ଛ।ତ୍ରଛ।ତ୍ରୀଙ୍କୁ ନିଯୁକ୍ତି ସୁଯେ।ଗ ମିଳିଛି । ଜ।ତୀୟ ତଥ। ଅନ୍ତର୍ଜ।ତୀୟସ୍ତରର ବଡ଼ ବଡ଼ କମ୍ପ।ନି ଯଥା ଆମ।ଜନ୍, ମ।ଇକ୍ରେ।ସଫ୍ଟ, ଫ୍ଲିପ୍କ।ର୍ଟ, ପେଟିଏମ୍, ଗୁଗଲ୍, ଓର।କଲ୍, ଟ।ଟ। ଷ୍ଟିଲ୍, ଅନ୍ଏକ।ଡେମି, ସ।ମସଙ୍ଗ୍ ଆରଆଇ, ମ।ଥ୍ୱ।ର୍କ, ସିଲିକନ୍ ଲ।ବ୍, ଆନ।ଲଗ୍ ଡିଭ।ଇସ୍, ଡି-ସ, ଗେ।ଲ୍ଡମ।ନ୍ ସ।ଚ୍ସ, ଜିଇ, ରିଙ୍ଗ୍ ସେଣ୍ଟ୍ର।ଲ୍, ଫ୍ୟୁଚର ଫ।ଷ୍ଟ ପରି କମ୍ପ।ନି […]
ଆମାଜନ ଓ ଫ୍ଲିପ୍କାର୍ଟ ବିରୋଧରେ ବନ୍ଦ ହେବ ନାହିଁ ସିସିଆଇ ତଦନ୍ତ: ସୁପ୍ରିକୋର୍ଟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୯:ଅନ୍ଲାଇନ ସପିଂ କମ୍ପାନୀ ଆମାଜନ ଓ ଫ୍ଲିପ୍କାର୍ଟ ବିରୋଧରେ ଚାଲୁଥିବା ସିସିଆଇ (କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ) ତଦନ୍ତ ପୂର୍ବ ଭଳି ଜାରି ରହିବ ବୋଲି ଆଜି ସୁପ୍ରିମକୋର୍ଟ କହିଛି । ଏହି ଦ୍ୱୟ କମ୍ପାନୀ, ସିସିଆଇ ତଦନ୍ତରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଇ କମ୍ପାନୀ, ଆଣ୍ଟି କମିଶନ ଚୁକ୍ତି ଅମାନ୍ୟ କରିଥିବାରୁ ସିସିଆଇ ତଦନ୍ତ କରୁଛି । ପୂର୍ବରୁ ଆମାଜନ ଓ ଫ୍ଲିପ୍କାର୍ଟ ସିସିଆଇ ତଦନ୍ତ ଉପରେ ରୋକ […]
ସହଯୋଗୀଙ୍କ ସୁରକ୍ଷା ଓ ଗ୍ରାହକଙ୍କୁ ସୁରକ୍ଷିତ ଡେଲିଭରି ପାଇଁ ନିଜ ପରିଚାଳନାରେ ୧୦୦ଟି ପରିବର୍ତନ ଆଣିଛି ଆମାଜନ୍ ଇଣ୍ଡିଆ
Published On
By Samaya Live
ନୂଆଦିଲ୍ଲୀ: May 19: ଏହାର ଆସୋସିଏଟ, କର୍ମଚାରୀ, ପାର୍ଟନର୍ ଓ ଗ୍ରାହକମାନଙ୍କ ସୁରକ୍ଷା ଏବଂ ଏହାର ବିଲ୍ଡିଂ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ଓ ଗ୍ରାହକଙ୍କ ଲାଗି ସୁରକ୍ଷିତ ଡେଲିଭରି ସୁନିଶ୍ଚିତ କରିବା ପାଇଁ ଆମାଜନ୍ ଇଣ୍ଡିଆ ଏହାର ପରିଚାଳନାରେ ୧୦୦ଟି ପରିବର୍ତନ ଆଣିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଆମାଜନ୍ ଇଣ୍ଡିଆ ଫୁଲ୍ଫିଲମେଂଟ୍ ସେଂଟର୍, ସର୍ଟେସନ୍ ସେଂଟର୍ ଓ ଡେଲିଭରି ଷ୍ଟେସନ ଆଦି ସମସ୍ତ […]

