aman yadav in banaras
Feature 

ଗରିବଙ୍କ ସାହାରା ଅମନ

ଗରିବଙ୍କ ସାହାରା ଅମନ ବନାରସ: କରୋନା ସମୟରେ ସାମାଜିକ ଦୂରତାର ଗୁରୁତ୍ୱ ବଢିଯାଇଛି । କେହି କାହାକୁ ଛୁଇଁବା ପୂର୍ବରୁ ଟିକେ ଭାବୁଛନ୍ତି । ତେବେ ଏହି ସମୟରେ ବନାରସର ରାସ୍ତାରେ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଥିଲା । ଯିଏ ନିଜର କାର୍ଯ୍ୟପାଇଁ ଲୋକଙ୍କ ଦୃଷ୍ଟିରେ ଆସିଲେ । ତାଙ୍କୁ ରାସ୍ତାରେ ରହୁଥିବା ଗରିବଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଯେଉଁ ସମୟରେ ଲୋକ କରୋନା ଡରରେ ଅଜଣା ଲୋକଙ୍କୁ ଛୁଇଁବାକୁ ଡରୁଥିଲେ ସେହି ସମୟରେ ସେ ଗରିବଙ୍କୁ ସାହାଯ୍ୟର […]
Read More...

Advertisement