Alia Bhatt
ମନୋରଞ୍ଜନ 

ପ୍ରଥମ ଥର ଗଙ୍ଗୁବାଈର ନ୍ୟାରେସନ ଶୁଣି ଦୌଡି ପଳାଇଥିଲେ ଆଲିଆ: ସଞ୍ଜୟ ଲିଲା ଭନସାଲି

ପ୍ରଥମ ଥର ଗଙ୍ଗୁବାଈର ନ୍ୟାରେସନ ଶୁଣି ଦୌଡି ପଳାଇଥିଲେ ଆଲିଆ: ସଞ୍ଜୟ ଲିଲା ଭନସାଲି ନୂଆଦିଲ୍ଲୀ: ଫେବୃଆରୀ ୧୭: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ଚଳିତ ମାସରେ ମୁକ୍ତିଲାଭ କରିବ। ଏକ ସାକ୍ଷାତକାରରେ ଭନସାଲୀ ପ୍ରକାଶ କରିଛନ୍ତି ଯେ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ଗାଙ୍ଗୁବାୟ କାଥିଆବାଡ଼ିଙ୍କ କାହାଣୀ ଶୁଣିବା ପରେ ତାଙ୍କ ବ୍ୟାଗ ଉଠାଇ ତାଙ୍କ ଅଫିସରୁ ପଳାଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଭନସାଲୀ ପ୍ରଡକ୍ସନ୍ସର ସିଇଓ ପ୍ରେରନା ସିଂଙ୍କୁ କହିଥିଲେ ଯେ ସେମାନଙ୍କୁ ଅନ୍ୟ ଜଣେ ଅଭିନେତା […]
Read More...
ମନୋରଞ୍ଜନ 

ବଡ ପରଦାରେ ଆସିବେ ଗଙ୍ଗୁବାଈ

ବଡ ପରଦାରେ ଆସିବେ ଗଙ୍ଗୁବାଈ ମୁମ୍ବ।ଇ: ଫେବୃଆରୀ ୦୫: ସଞ୍ଜୟ ଲୀଳ। ବଂସାଲୀଙ୍କ ଫିଲ୍ମ ଗଙ୍ଗୁବ।ଇ କ।ଠିଆୱ।ଡର ଟ୍ରେଲର୍ ରିଲିଜ୍ ହୋଇଯ।ଇଛି । ସଞ୍ଜୟଙ୍କ ଏହି ଫିଲ୍ମରେ ଆଲିଆଙ୍କ ଚରିତ୍ର ଖୁବ୍ ଦମଦାର ଅନ୍ଦ।ଜରେ ଦେଖ।ଯ।ଇଛି । ଅନ୍ୟପଟେ ଅଜୟ ଦେବଗନ୍ ଜଣେ ମ।ଫିଆ ଡନ୍ ଭୁମିକ।ରେ ନଜର ଆସିଛନ୍ତି । ଏହାର ଡାଇଲଗ ଦର୍ଶକଙ୍କୁ ବେଶ୍‌ ଆକୃଷc କରୁଥିବା ନଜର ଆସିଛି। ଫିଲ୍ମରେ ଲିଡ୍ ରୋଲରେ ଆଲିଆ ଭଟ୍ଟ ଥିବ।ବେଳେ ତ।ଙ୍କ ଅପର ପକ୍ଷରେ ଅଛନ୍ତି ଅଜୟ ଦେବଗନ୍। ଜବରଦସ୍ତ ଅନ୍ଦାଜରେ […]
Read More...
ମନୋରଞ୍ଜନ 

ଅନସ୍କ୍ରିନରେ ଏକାଠି ନଜର ଆସିବେ ଭି-କ୍ୟାଟ୍‌ !

ଅନସ୍କ୍ରିନରେ ଏକାଠି ନଜର ଆସିବେ ଭି-କ୍ୟାଟ୍‌ ! ନୂଆଦିଲ୍ଳୀ :ଜାନୁଆରୀ ୧୨: ବିବାହ ପରେ ବେଶ୍‌ ଚର୍ଚ୍ଚାକୁ ଆସିଥିବା ହିଟ୍‌ ଯୋଡି ଭିକି କୌଶଲ ଓ କ୍ୟ।ଟ୍ରିନ। କୈଫ୍ ଏକାଠି ନଜର ଆସିବେ ବଡ ପରଦାରେ। ବିବ।ହ ପରେ ଅଭିନେତ। ଭିକି ଓ କ୍ୟ।ଟ୍ରିନ।ଙ୍କୁ ପ୍ରଥମ ଥର ପ।ଇଁ ପରଦ।ରେ ଏକ।ଠି କ।ମ କରୁଥିବ।ର ଦେଖିବ।କୁ ମିଳିବ। ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମରେ ଏକ।ଠି କ।ମ କରି କରିନ।ହ।ଁନ୍ତି। ନିର୍ଦ୍ଦେଶକ ଫରହ।ନ୍ ଅଖତରଙ୍କ ଫିଲ୍ମରେ କ୍ୟ।ଟ୍ରିନ। ଫାଇନାଲ ହୋଇଥିଲେ। ବର୍ତ୍ତମ।ନ ଶୁଣିବ।କୁ ମିଳିଛି […]
Read More...
ମନୋରଞ୍ଜନ 

ବିବ।ହ କରିବେ ବଲିଉଡ୍‌ ଅଭିନେତ। ଫରହ।ନ୍ ଅଖତର

ବିବ।ହ କରିବେ ବଲିଉଡ୍‌ ଅଭିନେତ। ଫରହ।ନ୍ ଅଖତର ମୁମ୍ବ।ଇ: ଜାନୁଆରୀ ୦୬: କ୍ୟ।ଟ୍ରିନ। ଓ ଭିକ୍କି କୌଶଲଙ୍କ ପରେ ଏବେ ବଲିଉଡରେ ଚାଲିଛି ବିବାହର ଋତୁ। ମ।ର୍ଚ୍ଚ ମ।ସରେ ବିବ।ହ କରିବ।କୁ ଯ।ଉଛନ୍ତି ବଲିଉଡର ଅଭିନେତ। ଫରହ।ନ୍ ଅଖତର । ସେ ତ।ଙ୍କ ବ।ନ୍ଧବୀ ଶିବାନୀ ଦ।ଣ୍ଡେକରଙ୍କୁ ବିବ।ହ କରିବେ । ଫରହ।ନ୍ ଓ ଶିବ।ନୀ ଗତ ୩ ବର୍ଷ ଧରି ଲିଭ ଇନ୍ ରିଲେସନସିପରେ ଥିଲେ । ତେବେ ମ।ର୍ଚ୍ଚରେ ଧୁମଧ।ମରେ ବିବ।ହ କରିବ।କୁ ଯୋଜନ। କରିଛନ୍ତି ଏ ଦୁହେଁ । ଅବଶ୍ୟ ଏମାନଙ୍କ […]
Read More...

Advertisement