alec baldwin
ମନୋରଞ୍ଜନ 

ସପ୍ତମ ଥର ପାଇଁ ବାପା ହେବେ ୬୩ ବର୍ଷିୟ ହଲିଉଡ ଅଭିନେତା

ସପ୍ତମ ଥର ପାଇଁ ବାପା ହେବେ ୬୩ ବର୍ଷିୟ ହଲିଉଡ ଅଭିନେତା ନୂଆଦିଲ୍ଲୀ: ମାର୍ଚ୍ଚ ୩୧: ହଲିଉଡ ଅଭିନେତା ଆଲେକ ବାଲ୍ଡୱିନ ବାପା ହେବେ ।। ତାଙ୍କ ସ୍ତ୍ରୀ ହିଲେରିଆ ଥୋମାସ ସପ୍ତମ ଥର ପାଇଁ ହେବାକୁ ଯାଉଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟରେ କହିଛନ୍ତି । ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଉଭୟ ନିଜ ୬ ପିଲାମାନଙ୍କ ସହିତ ଖେଳୁଥିବାର ନଜର ଆସିଛନ୍ତି। ୬୩ ବର୍ଷିୟ ଆଲେକ ୨୦୧୨ରେ ହିଲାରିଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଆଲେକ ଏବଂ ହିଲାରିଆଙ୍କ ମଧ୍ୟରେ ବୟସ […]
Read More...

Advertisement