akhilesh yadab
ମନୋରଞ୍ଜନ  ରାଜନୀତି 

ଆଜମଗଡରେ ବିଜେପି ବାନା ଉଡାଇଲେ ନିରହୁଆ

ଆଜମଗଡରେ ବିଜେପି ବାନା ଉଡାଇଲେ ନିରହୁଆ ଆଜମଗଡ଼: ଜୁନ ୨୮: ଉତ୍ତର ପ୍ରଦେଶରେ ଲୋକସଭା ଉପ ନିର୍ବାଚନରେ ବିଜେପିର ବାଜିମାତ । ଆଜମଗଡରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ । ସେ ସମାଜବାଦୀ ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କକା ପୁଅ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି । ତିନି ବର୍ଷ ପୂର୍ବେ ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିରହୁଆଙ୍କୁ ଶୋଚନୀୟ ଭାବେ ହରାଇଥିଲେ । ହେଲେ ଏଥର ଉପ ନିର୍ବାଚନରେ ସପା […]
Read More...

Advertisement