aiswarya rai's new look
ମନୋରଞ୍ଜନ 

ଐଶ୍ୱର୍ଯ୍ୟାଙ୍କ ଖଳନାୟିକା ଲୁକ୍‌

ଐଶ୍ୱର୍ଯ୍ୟାଙ୍କ ଖଳନାୟିକା ଲୁକ୍‌ ବଲିଉଡ୍‌ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ୪ ବର୍ଷ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଖୁବଶୀଘ୍ର ଐଶ୍ୱର୍ଯ୍ୟା ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ପୋନ୍ନିୟିନ ସେଲଭନରେ ଜରିଆରେ ସିଲଭର୍‌ ସ୍କ୍ରିନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହାର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି । ଏହାସହିତ ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍‌ ବାହାରକୁ ଆସିଯାଇଛି । ଏଥିରେ ଐଶ୍ୱର୍ଯ୍ୟା ରାୟ ଖଳନାୟିକା ନନ୍ଦିନୀ ଚରିତ୍ରରେ ଅଭିନୟ […]
Read More...

Advertisement