Air India
ଦେଶ- ବିଦେଶ 

ଏୟାର ଇଣ୍ଡିଆ ସହ ମିଶିବ ୩ଟି ଏୟାରଲାଇନ୍ସ

ଏୟାର ଇଣ୍ଡିଆ ସହ ମିଶିବ ୩ଟି ଏୟାରଲାଇନ୍ସ ମୁମ୍ବାଇ : ସରକାରଙ୍କ ଅଧିନରେ ଥିବା ବିମାନସେବା କମ୍ପାନି ଏୟାର ଇଣ୍ଡିଆର ଅଧିଗ୍ରହଣ କରିବା ପରେ ଏବେ ଏହାର ପୁନର୍ଗଠନ ଓ ସଂପ୍ରସାରଣ ଯୋଜନା ଉପରେ କାମ କରିବା ଆରମ୍ଭ କରିଛି ଟାଟା ଗ୍ରୁପ । ଏହି ଯୋଜନା ଅନୁସାରେ ଟାଟା ଗ୍ରୁପ ଅଧିନରେ ଥିବା ସମସ୍ତ ବିମାନ ସେବା କମ୍ପାନି- ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ବିସ୍ତାରା ଓ ଏୟାରଏସିଆ ଇଣ୍ଡିଆର ମିଶ୍ରଣ କରାଯିବ । ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନରେ ଏହି ମିଶ୍ରଣ […]
Read More...
ବାଣିଜ୍ୟ  ଦେଶ- ବିଦେଶ 

ଏୟାର ଇଣ୍ଡିଆର ନୂଆ ସିଇଓ ଇଲକେର ଆଇସି

ଏୟାର ଇଣ୍ଡିଆର ନୂଆ ସିଇଓ ଇଲକେର ଆଇସି ନୂଆଦିଲ୍ଲୀ: ଫେବୃଆରୀ ୧୫: ଏୟାର ଇଣ୍ଡିଆର ନୂଆ ସିଇଓ ହେଲେ ଇଲକେର ଆଇସି । ସେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଟାଟା ସନ୍ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଇଲକେର ପୂର୍ବରୁ ତୁର୍କୀସ ଏୟାରଲାଇନ୍ସର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ସେ ଆସନ୍ତା ଏପ୍ରିଲ ୧ରେ ଦାୟିତ୍ୱ ଗ୍ରହଣ କରିବେ । ୧୯୯୪ ମସିହାରେ ସେ ବୁଲକେଣ୍ଟ ୟୁନିଭର୍ସିଟିରୁ ପାଶ […]
Read More...
ବିଶ୍ବ  ବାଣିଜ୍ୟ 

୬୭ ବର୍ଷ ପରେ ପୁଣି ଟ।ଟ। ହ।ତକୁ ଫେରିଛି ଏୟ।ର୍ ଇଣ୍ଡିଆ

୬୭ ବର୍ଷ ପରେ ପୁଣି ଟ।ଟ। ହ।ତକୁ ଫେରିଛି ଏୟ।ର୍ ଇଣ୍ଡିଆ ନୂଆଦିଲ୍ଲୀ: ଜାନୁଆରୀ ୨୮:୧୮ ହଜ।ର କୋଟି ଟଙ୍କ।ରେ ଏୟ।ର ଇଣ୍ଡିଆକୁ କିଣିଛି ଟ।ଟ। ଗ୍ରୁପ । ଦୀର୍ଘ ୬୭ ବର୍ଷ ପରେ ପୁଣି ଟ।ଟ। ହ।ତକୁ ଫେରିଛି ଏୟ।ର୍ ଇଣ୍ଡିଆ । କ୍ଷତିରେ ଚ।ଲୁଥିବ। ଏୟ।ର ଇଣ୍ଡିଆକୁ ବିକିବ। ପ।ଇଁ ୨୦୧୭ ମସିହ।ରେ ପ୍ରକ୍ରିୟ। ଆରମ୍ଭ କର।ଯ।ଇଥିଲେ ମଧ୍ୟ ୨୦୨୦ ଡିସେମ୍ବର ସୁଦ୍ଧ। ସରକ।ର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପ।ଇଥିଲେ । ବିଧିବଦ୍ଧ ଭ।ବେ କେନ୍ଦ୍ର ସରକ।ର ଟ।ଟ। ଗ୍ରୁପ୍କୁ ଏୟ।ର ଇଣ୍ଡିଆ ହସ୍ତ।ନ୍ତର କରିଛନ୍ତି […]
Read More...
ବିଶ୍ବ  ବାଣିଜ୍ୟ 

୫ଜି ଦ୍ୱାରା ପ୍ରଭାବିତ ବିମାନ ଚଳାଚଳ

୫ଜି ଦ୍ୱାରା ପ୍ରଭାବିତ ବିମାନ ଚଳାଚଳ ଆମେରିକା: ଜାନୁଆରୀ ୨୦: ୫-ଜି ପ୍ରଭାବିତ କରୁଛି ବିମାନ ଚଳାଚଳକୁ।ପୟୁନ।ଇଟେଡ୍ ଏୟ।ରଲ।ଇନସ ପକ୍ଷରୁ କୁହ।ଯ।ଇଛି ଯେ, ଆମେରିକ।ରେ ୫ଜି ପ୍ରଚଳନର ପ୍ରଭ।ବ ବିମ।ନ ସେବ। ଉପରେ ପଡୁଛି । ରନେଓ୍ୱ ଉପରେ ୫ଜି ୱେଭ ପ୍ରଭ।ବ ରହୁଥିବ।ରୁ ବିମ।ନ ଅବତରଣ ଓ ଉଡ଼।ଣ ଆରମ୍ଭ ପ୍ରଭ।ବିତ ହେଉଛି । ଅଟୋ ପ।ଇଲଟ୍, ହେଡ୍ସ ଅପ୍ ଡିସପ୍ଲେ, ଟେରେନ୍ ଓ୍ୱ।ର୍ଣ୍ଣିଂ, ପିଚ୍ କଣ୍ଟ୍ରୋଲ ସିଷ୍ଟମ ପ୍ରଭ।ବିତ ହେବ।କୁ ଥିବ। ଆଶଙ୍କ। ରହିଛି । #FlyAI: Due to deployment […]
Read More...
ଦେଶ- ବିଦେଶ 

ଏୟାର ଇଣ୍ଡିଆର ମାଲିକ ହେଲା ଟାଟାଗ୍ରୁପ୍‌

ଏୟାର ଇଣ୍ଡିଆର ମାଲିକ ହେଲା ଟାଟାଗ୍ରୁପ୍‌ ଦିଲ୍ଲୀ: ଅକ୍‌ଟୋବର ୧ : ୬୮ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଥରେ ଟାଟା କମ୍ପାନୀ ପାଖକୁ ଫେରିଛି । ଏୟାର ଇଣ୍ଡିଆର ନୂଆ ମାଲିକ ହୋଇଛି ଟାଟା ଗୁପ୍‌ । ନିଲାମ ଜିତିଛି ଟାଟା ସନ୍ସ । ଏବେ ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇ ହୋଇଛି । ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍‌ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ । ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରୀ ମିଳିଛି । […]
Read More...

Advertisement