Agnipath Scheme Recruitment 2022 Registration
ଦେଶ- ବିଦେଶ 

ବାୟୁସେନାର ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ

ବାୟୁସେନାର ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ ଦିଲ୍ଲୀ :ଜୁନ୍‌ ୨୪: ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଦେଖାଯାଉଥିଲା ବେଳେ ବାୟୁସେନାରେ ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏନେଇ ଏୟାର୍‌ ମାାର୍ଶଲ ଏସ୍‌.କେ ଝା ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି । ଏଥିପାଇଁ ବାୟୁସେନାରେ ଅଫିସିଆଲ୍‌ େୱବସାଇଟ୍‌ରେ ପଞ୍ଜୀକରଣ କରାଯାଉଛି । ତେବେ ଏନେଇ ଗତ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅଧିକାରିକ ସୂଚନା ଅନୁସାରେ, ପଞ୍ଜୀକରଣର ତାରିଖ ଆଜିଠୁ ଅର୍ଥାତ୍‌ ୨୪ […]
Read More...

Advertisement