Agnipath jojna
ଦେଶ- ବିଦେଶ 

ଅଗ୍ନିପଥ ଯୋଜନାକୁ ବିରୋଧ କରି ଜାଳିଦେଲେ ଟ୍ରେନ୍

ଅଗ୍ନିପଥ ଯୋଜନାକୁ ବିରୋଧ କରି ଜାଳିଦେଲେ ଟ୍ରେନ୍ ବିହାରରେ ଅଗ୍ନିପଥ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। ଯୁବପିଢ଼ି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ବ୍ୟାପକ ହିଂସାକାଣ୍ଡ ଘଟିଛି।  କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରିମାନେ ଅନେକ ସ୍ଥାନରେ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲଗାଇଦେଇଛନ୍ତି। ଅନେକ ରେଲୱେ ଷ୍ଟେସନରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଆରା ଷ୍ଟେସନରେ ଭଙ୍ଗାରୁଜା […]
Read More...

Advertisement