African children.
ବିଶ୍ବ 

ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ସବୁଜ ସଙ୍କେତ

ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ସବୁଜ ସଙ୍କେତ ଅକ୍‌ଟୋବର ୦୭: ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲì୍ୟଏଚ୍‌ଓ) ତରଫରୁ ସବୁଜ ସଙ୍କେତ ମିଳିଛି । ମ୍ୟାଲେରିଆ ଟିକା ‘ଆର୍‌ଟିଏସ-ଏସ୍‌ଏଏସ୍‌୦୧’କୁ ଅନୁମୋଦନ ମିଳିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ସୂଚନା ଦେଇଛନ୍ତି । ଏହି ଟିକା ହେଉଛି ମଶା କାମୁଡିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା । ଡବ୍ଲì୍ୟଏଚ୍‌ଓ ମୁଖ୍ୟ କହିଛନ୍ତି, ଏହି ଟିକା ହେଉଛି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ନିୟନ୍ତ୍ରଣ ଲାଗି […]
Read More...

Advertisement