Afghanistan news
ବିଶ୍ବ 

ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ

ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ କାବୁଲ: ସେପ୍‌ଟେମ୍ବର ୧୭: ଆଫଗାନିସ୍ଥାନରେ ସରକାର କରିବା ପରେ ତାଲିବାନ ନିଜ ମନମୁଖୀ ଶାସନ ଚଳାଇଛି । ମହିଳାଙ୍କ ମାମଲା ସକାଶେ ଗଠନ ହୋଇଥିବା ମନ୍ତ୍ରଳଣାୟରେ ମହିଳାମାନଙ୍କୁ ବ୍ୟାନ କରିଛି ତାଲିବାନ । ଏହାସହିତ ମହିଳାଙ୍କ ମନ୍ତ୍ରଳଣାୟରେ ପୁରୁଷ କାମ କରିବେ ବୋଲି ଘୋଷଣା କରାଯାଇଛି । ଯେଉଁ ସ୍ଥାନକୁ ପୁରୁଷମାନେ ଯିବାଆସିବା କରୁଥିବେ ସେହି ସ୍ଥାନମାନଙ୍କରେ ମହିଳାଙ୍କୁ ବ୍ୟାନ ମଧ୍ୟ କରାଯାଇଛି । ଏକ ଖବର ଅନୁସାରେ ଆଜି ଚାରି ଜଣ ମହିଳା କାବୁଲ ମନ୍ତ୍ରଣାଳୟକୁ […]
Read More...
ବିଶ୍ବ 

ପଞ୍ଜଶିରକୁ କବଜା କଲା ତାଲିବାନ

ପଞ୍ଜଶିରକୁ କବଜା କଲା ତାଲିବାନ କାବୁଲ: ସେପ୍‌ଟେମ୍ବର ୬: ପଞ୍ଜଶିର ପ୍ରଦେଶକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିଛି । ଆଫଗାନିସ୍ଥାନର ସମସ୍ତ ଅଞ୍ଚଳକୁ କବଜା କାରିବା ପରେ ତାଲିବାନ ପଞ୍ଜଶିରକୁ କବଜା କରିବାରେ ଅସମର୍ଥ ରହିଥିଲା । ମାତ୍ର ଆଜି ତାଲିବାନ ସେଠାରେ ବିଜୟର ବାନା ଉଡାଇଛି । ଏନେଇ ତାଲିବାନ ମିଲିଟାରୀ ମୁଖପାତ୍ରଙ୍କ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି । ସେହି ଭିଡିଓରେ ସ୍ପଷ୍ଟ ଦୃଶ୍ୟ ରହିଛି ଯେ, ପଞ୍ଜଶିର ରାଜ୍ୟପାଳ କାର୍ଯ୍ୟାଳୟ ବାହାରେ ତାଲିବାନର କିଛି ଅଧିକାରୀଙ୍କ ସମେତ […]
Read More...

Advertisement