Admission to Odisha Govt Schools
ଓଡ଼ିଶା 

ଛାତ୍ରଛାତ୍ରୀମାନେ ଟେଲିଫୋନ ଓ ହ୍ୱାଟସ୍‌ଆପ୍ ଯୋଗେ ସରକାରୀ ବିଦ୍ୟାଳୟ ଗୁଡିକରେ ନାମ ଲେଖେଇବେ

ଛାତ୍ରଛାତ୍ରୀମାନେ ଟେଲିଫୋନ ଓ ହ୍ୱାଟସ୍‌ଆପ୍ ଯୋଗେ ସରକାରୀ ବିଦ୍ୟାଳୟ ଗୁଡିକରେ ନାମ ଲେଖେଇବେ ଭୁବନେଶ୍ୱର: ଜୁନ ୧୪: କୋଭିଡ-୧୯ ମହାମାରୀ ସ୍ଥିତି ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଷୟୀକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ ବିଦ୍ୟାଳୟ ଗୁଡିକରେ ଟେଲିଫୋନ ଓ ହ୍ୱାଟସ୍‌ଆପ୍ ଯୋଗେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା କାର୍ଯ୍ୟ ସମ୍ପୂର୍ଣ କରିବାକୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି I ଏହା ଦ୍ୱାରା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ମାନଙ୍କୁ ନାମଲେଖା ପାଇଁ ବିଦ୍ୟାଳୟ ପରିସର କୁ ନ ଆସିବା ନିଶ୍ଚିତ କରାଯାଇଛି I ଜୁଲାଇ ୧୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା […]
Read More...

Advertisement