Aditya Roy Kapur
ମନୋରଞ୍ଜନ 

ପୋଲିସ ଅବତାରରେ ମୃଣାଳ

ପୋଲିସ ଅବତାରରେ ମୃଣାଳ ମୁମ୍ବାଇ: ସେପ୍‌ଟେମ୍ବର ୯: ଫିଲ୍ମ ‘ସୁପର୍‌ ୩୦’ ଏବଂ ‘ବାଟ୍‌ଲା ହାଉସ୍‌’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ମୃଣାଳ ଠାକୁର ପୋାଲିସ ହେବାକୁ ଯାଉଛନ୍ତି । ତେବେ ରିଅଲ୍‌ ଲାଇଫ୍‌ରେ ନୁହେଁ ରିଲ୍‌ ଲାଇଫ୍‌ରେ ସେ ପୋଲିସ୍‌ ହେବେ । ତାମିଲର ହିଟ୍‌ ଫିଲ୍ମ ‘ଥଡାମ୍‌’ର ହିନ୍ଦୀ ରିକେମ୍‌ରେ ସେ ଏହି ଅବତାର ଧାରଣ କରିବେ । ଭୂଷଣ କୁମାର ଏବଂ ମୁରାଦ ଖେତାନୀଙ୍କ ସମର୍ଥରେ ଏହି ହିନ୍ଦୀ ଫିଲ୍ମକୁ ଭରଦାନ କେଟ୍‌କର ନିର୍ଦ୍ଦେନ […]
Read More...

Advertisement