adani-ndtv-deal-resignation-of-prannoy-and-radhika-roy
ବାଣିଜ୍ୟ  ଦେଶ- ବିଦେଶ 

ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବଂ ରାଧିକା ରାୟ,ଗୌତମ ଆଦାନୀଙ୍କ ପ୍ରବେଶ

ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବଂ ରାଧିକା ରାୟ,ଗୌତମ ଆଦାନୀଙ୍କ ପ୍ରବେଶ ନୂଆଦିଲ୍ଲୀ : ଗଣମାଧ୍ୟମ ଜଗତରେ ପ୍ରବେଶ କଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ I ପ୍ରଣୟ ରୟ ଏବଂ ରାଧିକା ରୟ RRPR ହୋଲଡିଂ ପ୍ରାଇଭେଟ ଲିମିଟେଡ୍ ବୋର୍ଡ ଅଫ୍‌ ଡିରେକ୍ଟର୍ସରୁ ରୁ ଇସ୍ତଫା ଦେଇଛନ୍ତି I ନଭେମ୍ବର ୨୯ରେ ପ୍ରଣୟ ଏବଂ ରାଧିକା ଏହି ଇସ୍ତଫା ଦେଇଛନ୍ତି । ପ୍ରଣୟ ରୟ ଏବଂ ରାଧିକା ରIୟଙ୍କ ଇସ୍ତଫା ସମ୍ପର୍କରେ ଏନଡିଟିଭି କମ୍ପାନୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ଆଦାନୀ ଗ୍ରୁପ୍ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ […]
Read More...

Advertisement