Actress Riya Kumari's murder case takes a new turn
ଦେଶ- ବିଦେଶ  ଅପରାଧ 

ଅଭିନେତ୍ରୀ ରିୟା କୁମାରୀ ହତ୍ୟା ମାମଲାରେ ନୂଆ ମୋଡ଼, ସ୍ୱାମୀ ଗିରଫ

ଅଭିନେତ୍ରୀ ରିୟା କୁମାରୀ ହତ୍ୟା ମାମଲାରେ ନୂଆ ମୋଡ଼, ସ୍ୱାମୀ ଗିରଫ ହାୱଡା : ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ସ୍ୱାମୀ ଗିରଫ। ବୁଧବାର ଦିନ ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ କୁମାରଙ୍କ ସହ ଏକ କାରରେ ଯାତ୍ରା କରୁଥିବା ସମୟରେ ଗୁଳିକାଣ୍ଡର ପ୍ରାଣ ହରାଇ ଥିଲେ । ଘଟନାନୁସାରେ ପଶ୍ଚିମବଙ୍ଗର ହାୱଡାରେ ବୁଧବାର (ଡିସେମ୍ବର ୨୮) ରେ ଝରଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହି ଘଟଣା ପରେ ପୋଲିସ ରିୟାଙ୍କ ସ୍ୱାମୀ […]
Read More...

Advertisement