actress pranita subhas gave birth to a baby girl
ମନୋରଞ୍ଜନ 

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ପ୍ରନିତା ସୁଭାଷ

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ପ୍ରନିତା ସୁଭାଷ ମୁମ୍ବାଇ: ଜୁନ ୧୧: ଅଭିନେତ୍ରୀ ପ୍ରନିତା ସୁଭାଷଙ୍କ ପରିବାରକୁ ଆସିଲେ ନହ୍ନୀପରୀ । ଅଭିନେତ୍ରୀ ତାଙ୍କର ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ସନ୍ତାନର ଫାଷ୍ଟ ଲୁକ୍‌ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ଲାଗି ସେୟାର କରିଛନ୍ତି । ତାଙ୍କର ନବଜାତ ଶିଶୁ କନ୍ୟାକୁ କୋଳରେ ଧରିଥିବାର ଏକ ଚିତ୍ର ସେୟାର କରି ପ୍ରନୀତା ସୁଭାଷ ଲେଖିଛନ୍ତି, ଗତ କିଛି ଦିନ ହେବ ଅବାସ୍ତବ ଥିଲା ମୋ ପାଇଁ । ପ୍ରନୀତା ସୁଭାଷଙ୍କ ପ୍ରସବ ବେଙ୍ଗାଲୁରୁର […]
Read More...

Advertisement