actor Shiv Kumar Subramaniam passes away
ମନୋରଞ୍ଜନ 

ଆଉ ନାହାନ୍ତି ଅଭିନେତା ଶିବ କୁମାର

ଆଉ ନାହାନ୍ତି ଅଭିନେତା ଶିବ କୁମାର ଦିଲ୍ଲୀ: ଏପ୍ରିଲ ୧୧: ପରଲୋକରେ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ସ୍କ୍ରିନ୍‌ ରାଇଟର ଶିବା କୁମାର ସୁବ୍ରମଣ୍ୟମ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଶିବ କୁମାର ଅନେକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶେଷ ଥର ପାଇଁ ସେ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରାଙ୍କ ଜେଜେବାପା ଭୂମିକାରେ ନଜର ଆସିଥିଲେ । ଶିବ କୁମାର ୧୯୮୯ରେ ଆସିଥିବା ଫିଲ୍ମ […]
Read More...

Advertisement