actor mihir das
ମନୋରଞ୍ଜନ  ସ୍ୱାସ୍ଥ  ଓଡ଼ିଶା 

ଗୁରୁତର ଅଭିନେତା ମିହିର ଦାସ

ଗୁରୁତର ଅଭିନେତା ମିହିର ଦାସ କଟକ: ଡିସେମ୍ବର ୧୦: ସିନେ ଅଭିନେତ। ମିହିର ଦ।ସଙ୍କ ସ୍ୱ।ସ୍ଥ୍ୟବସ୍ଥ। ଗୁରୁତର । କିଡନୀ ସଂକ୍ରମଣ ଯୋଗୁଁ ଗତକ।ଲି ଡ।କ୍ତରଖ।ନ।ରେ ଭର୍ତ୍ତି ହୋଇଥିଲେ ମିହିର । ସେ କଟକର ଏକ ଘରୋଇ ହସ୍ପିଟ।ଲ୍ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମ।ନ ମିହିରଙ୍କର ଏକ।ଧିକ ଅଙ୍ଗ ସଂକ୍ରମିତ ହୋଇଥିଵ। ସୂଚନ। ଦେଇଛନ୍ତି ହସ୍ପିଟ।ଲ କର୍ତ୍ତୃପକ୍ଷ । ୧୯୭୯ ମସିହ।ରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ।ଦ ଥ।ପିଥିଲେ ମିହିର । ୧୯୬୬ ଫେବ୍ରୁଆରୀ ୨ ତ।ରିଖରେ ମୟୂରଭଞ୍ଜ ଜିଲ୍ଲ।ରେ ଜନ୍ମ ହୋଇଥିଲେ […]
Read More...

Advertisement