actor Akshay Oberoi
ମନୋରଞ୍ଜନ 

ରସିକାଙ୍କୁ ‘ଆଇକନିକ ଆୱାର୍ଡ’

ରସିକାଙ୍କୁ ‘ଆଇକନିକ ଆୱାର୍ଡ’ ମୁମ୍ବାଇ: ଦମଦାର ଅଭିନୟ ଯୋଗୁଁ ବଲିଉଡ୍‌ ଫିଲ୍ମ ସହ ଡିଜିଟାଲ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ପMା କରିଛନ୍ତି ଅଭିନେତ୍ରୀ ରସିକା ଦୁଗଲ । ତାଙ୍କ ଅଭିନୀତି ସମସ୍ତ ଫିଲ୍ମ ଏବଂ େୱବ୍‌ ସିରିଜ୍‌ ବେଶ୍‌ ପ୍ରଶଂସନୀୟ ହୋଇପାରିଛି । ତାଙ୍କର ଦକ୍ଷତା ପାଇଁ ରସିକାଙ୍କୁ ଚଳିତ ବର୍ଷର ଆଇକନିକ୍‌ ‘ଆଚିଭର୍ସ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅଭିନେତ୍ରୀ ରସିକାଙ୍କୁ ମୋଷ୍ଟ୍‌ ‘ଭର୍ସାଟାଇଲ ଆକଫର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ପାଇବା […]
Read More...

Advertisement