Action hero Vidyut Jamwal
ମନୋରଞ୍ଜନ 

ବଲିଉଡ୍‌ରେ ନୂଆ ଚେହେରା

ବଲିଉଡ୍‌ରେ ନୂଆ ଚେହେରା ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀର ଆକ୍ସନ ହିରୋ ବିଦୁ୍ୟତ୍‌ ଜାମୱାଲଙ୍କ ଫିଲ୍ମ ‘ସନକ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ବିଦୁ୍ୟତଙ୍କ ଅପୋଜିଟ୍‌ରେ ରୁକ୍ମଣୀ ମୈତ୍ରା ନଜର ଆସିଛନ୍ତି । ରୁକ୍ମଣୀ ବଲିଉଡ୍‌ ଇଣ୍ଡଷ୍ଟୀର ପାଇଁ ଏକ ନୂଆ ନାମ ଓ ନୂଆ ଚେହେରା । ଅଭିନେତ୍ରୀ ରୁକ୍ମଣୀଙ୍କ ଜନ୍ମ କୋଲକତା ସହରରେ ଏବଂ ୧୩ ବର୍ଷ ବୟସରୁ […]
Read More...

Advertisement