acharanabidhi
ରାଜନୀତି 

ଲାଲୁ ମାନିନେଲେ ଦୋଷ: କୋହଳ ହେଲା ଦଣ୍ଡ

ଲାଲୁ ମାନିନେଲେ ଦୋଷ: କୋହଳ ହେଲା ଦଣ୍ଡ ପଲାମୁ: ଜୁନ ୮: ନିର୍ବାଚନ କାଳରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କୋର୍ଟରେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଏଣୁ କୋର୍ଟ ତାଙ୍କ ଦଣ୍ଡ କୋହଳ କରିଥିବା ବେଳେ କେବଳ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ୨୦୦୯ ମସିହାର ଗଢବାରେ ନିର୍ବାଚନ ପ୍ରଚାର କାଳରେ ଲାଲୁଙ୍କ ହେଲିକପଫର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିଲା । ୧୩ବର୍ଷ ପୂରୁଣା ଏହି ମାମଲାରେ ଲାଲୁ ବୁଧବାର […]
Read More...

Advertisement