accident news in India
ଦେଶ- ବିଦେଶ 

ଟ୍ୟାଙ୍କର ଧକାରେ ଜଳିଗଲା ବସ୍‌: ୧୨ ଜଣ ଯାତ୍ରୀ ମୃତ, ୩ ଗୁରୁତର

ଟ୍ୟାଙ୍କର ଧକାରେ ଜଳିଗଲା ବସ୍‌: ୧୨ ଜଣ ଯାତ୍ରୀ ମୃତ, ୩ ଗୁରୁତର ରାଜସ୍ଥାନ : ନଭେମ୍ବର ୧୦: ରାଜସ୍ଥାନ ସ୍ଥିତ ବାଡମେରଠାରେ ଏକ ମର୍ମ;ୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ପୋଡିଯାଇ ମୃତୁ୍ୟବରଣ କରିଛନ୍ତି । ସୂଚନା ଅନୁସାରେ, ରାଜସ୍ଥାନର ବାଡମେର ଓ ଯୋଧପୁର ରାଜପଥରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହି ବସକୁ ଧକା ଦେଇଥିଲା । ଏଥିରେ ବସ୍‌ରେ ନିଆଁ ଲାଗିଯାଇଥିଲା । ବସରେ ଥିବା ୧୦ ଜଣ ଯାତ୍ରୀଙ୍କୁ […]
Read More...

Advertisement