Accident near Goriguma
ଓଡ଼ିଶା 

ବରଯାତ୍ରୀ ଭ୍ୟାନ ଓଲଟି ଦୁଇ ମହିଳା ମୃତ, ୩୫ ରୁ ଉର୍ଦ୍ଧ୍ବ ଆହତ

ବରଯାତ୍ରୀ ଭ୍ୟାନ ଓଲଟି ଦୁଇ ମହିଳା ମୃତ, ୩୫ ରୁ ଉର୍ଦ୍ଧ୍ବ ଆହତ କେ.ସାକିଲି ଦୋରା ବୋରିଗୁମ୍ମା: ଜୁନ ୦୩:ବେପାରୁଆ ଗାଡି ଚାଳନା ଯୋଗୁଁ ବରଯାତ୍ରୀ ଭ୍ୟାନ ଓଲଟି ଦୁଇ ମହିଳା ଙ୍କ ମୃତୁ ହୋଇଥିବା ବେଳେ ୩୫ ରୁ ଉର୍ଦ୍ଧ୍ବ ଆହତ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି, ବୋରିଗୁମ୍ମା ବ୍ଲକରେ।ବ୍ଲକ ର ମୁଣ୍ଡିଗୁଡା ଗ୍ରାମ ରୁ ବୋଡି ଗାଁ ପଂଚାୟତ ଅଧିନ ଟୋକିଗୁଡା ଗ୍ରାମ କୁ ଏକ ବରଯାତ୍ରୀ ଭ୍ୟାନ ୪୦୭ ଓଆର -୧୦ ଜି ୪୬୮୦ […]
Read More...

Advertisement