accident issue
ଓଡ଼ିଶା 

ପଳାଶୁଣିରେ ହେବ ଫୁଟ୍‌ ଓଭରବ୍ରିଜ୍‌

ପଳାଶୁଣିରେ ହେବ ଫୁଟ୍‌ ଓଭରବ୍ରିଜ୍‌ ଭୁବନେଶ୍ୱର: ଅପ୍ରେଲ ୧୩: ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାଜଧାନୀର ପଳାଶୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ ହେବ । ଖୁବ୍ ଶୀଘ୍ର ଏହି ବ୍ରିଜ୍ କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।ଗତ କିଛି ଦିନ ଧରି ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲା । ଯାହା ଏକ […]
Read More...

Advertisement