Aashiq Banaya Aapne actress
ମନୋରଞ୍ଜନ 

ମୋର ଯାହା ହେବ, ନାନା ପାଟେକର ଦାୟୀ

ମୋର ଯାହା ହେବ, ନାନା ପାଟେକର ଦାୟୀ ମୁମ୍ବାଇ: ତନୁଶ୍ରୀ ପୁଣି ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ନେଇ ବଲିଉଡ୍‌ରେ ହଲଚଲ୍‌ ସୃଷ୍ଟି ହୋଇଛି । ଇନଷ୍ଟାଗ୍ରାମରେ ଏକ ଦୀର୍ଘ ପୋଷ୍ଟ ସେୟାର କରି ସେ ନିଜ ଦୁଃଖ ବୟାନ କରିଛନ୍ତି । ଆସିକ୍‌ ବନାୟା ଆପ୍‌ନେର ଅଭିନେତ୍ରୀ ଆଜି ସକାଳୁ ସକାଳୁ ଏକ ପୋଷ୍ଟ ସେୟାର କରି ନାନା ପାଟେକର ଓ ବଲିଉଡ୍‌ ମାଫିଆ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଲେଖିଛନ୍ତି । ଏହା ସହିତ ଇଣ୍ଡଷ୍ଟ୍ରୀର କିଛି ଲୋକ […]
Read More...

Advertisement