aamir liakat husen
ଦେଶ- ବିଦେଶ 

ପାକିସ୍ତାନୀ ସାଂସଦ ଆମିର ଲିୟାକତ ହୁସେନ୍‌ଙ୍କ ଦେହାନ୍ତ

ପାକିସ୍ତାନୀ ସାଂସଦ ଆମିର ଲିୟାକତ ହୁସେନ୍‌ଙ୍କ ଦେହାନ୍ତ ନୂଆଦିଲ୍ଳୀ: ଜୁନ ୧୦: ପାକିସ୍ତାନୀ ସାଂସଦ ତଥା ଟିଭି ହୋଷ୍ଟ ଆମିର ଲିୟାକତ ହୁସେନ୍‌ଙ୍କ ଦେହାନ୍ତ ହୋଇଛି । ଆମିର ଲିଆକୁତଙ୍କ ମୃତ୍ୟୁ ବେଳେ ତାଙ୍କୁ ୪୯ ବର୍ଷ ହୋଇଥିଲା । ତାଙ୍କ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଖବର ଅନୁଯାୟୀ ବୁଧବାର ରାତିରେ ଆମିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ […]
Read More...

Advertisement