A YOUNG MAN DIED IN BIKE FIRE
ଜିଲ୍ଲା 

ବାଇକ ସହ ଜଳିଗଲେ ଅଜଣା ଯୁବକ

ବାଇକ ସହ ଜଳିଗଲେ ଅଜଣା ଯୁବକ ଭୁବନେଶ୍ୱର: ଜୁନ ୨୭: ବାଇକ ଚଲଉ ଚଲଉ ଜଳିଗଲେ ଯୁବକ । ରାଜଧାନୀରେ ଦୁଇ ଦୁଇଟି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍‌ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି । ବାଇକ୍‌ ସହ ଜଳି ଗଲେ ଯୁବକ । ରାଜପଥରେ ଜଣେ ଯୁବକଙ୍କ ସହ ତାଙ୍କ ବାଇକ୍‌ ଜଳିଯାଇଥିବା ଦେଖିବାକୁ ମିଳିଛି । ହେଲେ କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି । […]
Read More...

Advertisement