a woman fell from the roof while offering water to the sun and died
ଓଡ଼ିଶା 

ଅଭାବନୀୟ ଘଟଣା, ସୂର୍ଯ୍ୟଙ୍କୁ ଜଳ ତର୍ପଣ ବେଳେ ଛାତରୁ ଗଳି ମହିଳାଙ୍କ ମୃତ୍ୟୁ

ଅଭାବନୀୟ ଘଟଣା, ସୂର୍ଯ୍ୟଙ୍କୁ ଜଳ ତର୍ପଣ ବେଳେ ଛାତରୁ ଗଳି ମହିଳାଙ୍କ ମୃତ୍ୟୁ କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ପୋଲିସ କଲୋନୀରେ ଘଟିଯାଇଛି ଏକ ଦୁଃଖଦାୟକ ଘଟଣା I ମହିଳା ଜଣଙ୍କ ସକାଳେ ଠାକୁର ପୂଜା ସାରି ଛାତରେ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରୁଥିବା ସମୟରେ ଖସିପଡି ମୃତ୍ୟୁ ବରଣ କରିଛନ୍ତି I ଘଟନାନୁସାରେ କେନ୍ଦ୍ରାପଡ଼ା ସହର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପୁଲିସ କଲୋନୀରେ ସରକାରୀ ବାସଭବନ ରେ ସପରିବାରେ ରହନ୍ତି ହାବିଲଦାର ସୁଧାଂଶୁ ବିଶ୍ଵାଳ ଓ ତାଙ୍କ ପତ୍ନୀ ମମତା ବିଶ୍ଵାଳ (୫୨)। ମମତା ଆଜି ସକାଳେ ଠାକୁର ପୂଜା […]
Read More...

Advertisement