A student suddenly collapsed and died while praying
ଜିଲ୍ଲା 

ଅଭାବନୀୟ ଘଟଣା: ପାର୍ଥନା କରୁ କରୁ ହଠାତ୍‌ ଟଳି ପଡ଼ି ମୃତୁ୍ୟବରଣ କଲେ ଛାତ୍ରୀ

ଅଭାବନୀୟ ଘଟଣା: ପାର୍ଥନା କରୁ କରୁ ହଠାତ୍‌ ଟଳି ପଡ଼ି ମୃତୁ୍ୟବରଣ କଲେ ଛାତ୍ରୀ ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରର ବ୍ଲକ ଅନ୍ତର୍ଗତ ବନସରଠାରେ ଥିବା ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟ ସମୟରେ ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିବା ବେଳେ ଛାତ୍ରୀ ହେଲେ ମନିଷା ବେହୁରିଆ ଚେତା ହରାଇ ହଠାତ୍‌ ତଳେ ପଡ଼ିଯାଇଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉକ୍ତ ଛାତ୍ରୀଙ୍କୁ ତୁରନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଚେତା ନଫେରିବାରୁ ତାଙ୍କୁ ଭଦ୍ରକ […]
Read More...

Advertisement