A student committed suicide by jumping from the 7th floor after failing the 'NEET' exam
ଦେଶ- ବିଦେଶ  ଅପରାଧ 

‘ନିଟ’ ପରୀକ୍ଷାରେ ଫେଲ ହେବାରୁ ୭ ମହଲରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ

‘ନିଟ’ ପରୀକ୍ଷାରେ ଫେଲ ହେବାରୁ ୭ ମହଲରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ ନୂଆଦିଲ୍ଲୀ :ରାଜଧାନୀ ଦିଲ୍ଲୀ ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୋଏଡା ସ୍ଥିତ ସେକ୍ଟର ୧୫୧ ରେ ଥିବା ଅମାନ ସୋସାଇଟିରେ ରହୁଥିବା ଜଣେ ଛାତ୍ରୀ ଛାତ୍ରୀ ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି I ସୂଚନାନୁସାରେ NEET ପରୀକ୍ଷା ରେ ଅକୃତକାର୍ଯ୍ୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଏହିଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି I ତେବେ ତାଙ୍କ ପରିବାର ୫ମ ମହଲରେ ରହୁଥିବା ବେଳେ ସେ ୭ ମହଲାକୁ […]
Read More...

Advertisement