a mother killed her 20 days sick girl child
ଦେଶ- ବିଦେଶ  ଅପରାଧ 

ମା’ ନା ପିଶାଚୀ ,୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି କଲା ହତ୍ୟା

ମା’ ନା ପିଶାଚୀ ,୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି କଲା ହତ୍ୟା ମହାରାଷ୍ଟ୍ର : ମହାରାଷ୍ଟ୍ରର ଆକୋଲାରେ ଘଟିଛି ଏକ ମର୍ମସ୍ପର୍ଶୀ ଘଟଣା I ଜଣେ ମା’ ପିଶାଚୀ ସାଜି ନିଜ ୨୦ ଦିନର ଅସୁସ୍ଥ ଝିଅକୁ ତଣ୍ଟିଚିପି ହତ୍ୟା କରିଛି I ଜନ୍ମରୁ ପିଲାଟି ଅସୁସ୍ଥ ଥିବାରୁ,ଏଥିରେ ଅତିଷ୍ଠ ହୋଇ ମା’ ଜଣକ ଏଇଭଳି ଘୃଣ୍ୟ ଅପରାଧ ଘଟାଇଛି I ସୂଚନାନୁସାରେ ମହାରାଷ୍ଟ୍ର ୱାଡ଼ି ଆଦମପୁର ଗାଁରେ ରହୁଥିବା ୨୬ ବର୍ଷୀୟ ମହିଳା ତା’ର ଜଣେ ସମ୍ପର୍କୀୟଙ୍କ ସହ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଗତ ମାସରେ ତେଲହାରା […]
Read More...

Advertisement