A LOVER HACKED IN TO 6 PICES
ଦେଶ- ବିଦେଶ  ଅପରାଧ 

ଶ୍ରଦ୍ଧା ହତ୍ୟାକାଣ୍ଡ ର ପୁନରାବୃତ୍ତି, ପ୍ରେମିକାକୁ ୬ ଖଣ୍ଡ କଲା ପ୍ରେମିକ

ଶ୍ରଦ୍ଧା ହତ୍ୟାକାଣ୍ଡ ର ପୁନରାବୃତ୍ତି, ପ୍ରେମିକାକୁ ୬ ଖଣ୍ଡ କଲା ପ୍ରେମିକ ଉତ୍ତରପ୍ରଦେଶ : ସାରା ଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଣି ଆଉ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି I ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି କାଟି ଫ୍ରିଜ ରେ ରଖିଥିଲା ଆଫତାବ । ସେହିପରି ଉତ୍ତର ପ୍ରଦେଶର ଆଜମଗଡ଼ ରେ ନିଜ ପ୍ରେମିକକୁ ୬ ଖଣ୍ଡ କରି କାଟି କୂଅରେ ପକାଇଦେଲା ନୃଶଂସ ପ୍ରେମିକ I ଘଟନାନୁସାରେ,ଉତ୍ତରପ୍ରଦେଶ ଆଜମଗଡର ପ୍ରିନ୍ସ ଯାଦବ ଓ ଇସାକପୁର ଗାଁର ଆରାଧନା। ଦୁହେଁ ପରସ୍ପରକୁ ଭଲ […]
Read More...

Advertisement